Posts

ଓଡିଶାରେ ଦଳିତଙ୍କ ଉପରେ ଆକ୍ରମଣ

  2-june 2024 ଦଳିତ ଦଳିତଙ୍କୁ ପାଣି ମନା! ସରପଞ୍ଚଙ୍କ ଘର ଆଗରେ ହାଣ୍ଡି ମାଠିଆ ରଖି ପ୍ରତିବାଦ https://www.facebook.com/ viswasambadkendraodisha/posts/ pfbid0VRg8z3GxgfXq4faZkWo9ZPVE rSwYkdDxYNawFbTrJLxYSMVjTziDwr tAaRpCau7zl ଦଳିତ ପରିବାରକୁ ପ୍ରାଣାନ୍ତକ ଆକ୍ରମଣ https://sambadepaper.com/ imageview_46693_276528_4_73_ 25-10-2021_4_i_1_sf.html

ଦେଶରେ ଦଳିତମାନଙ୍କ ଉପରେ ଆକ୍ରମଣ

Image
ମୁଁ  ଜଣେ ପୀଡ଼ିତ ମୋତେ ଅପମାନର ସାମ୍ନା କରିବାକୁ ପଡ଼େ: ଉପରାଷ୍ଟ୍ରପତି ନୂଆଦିଲ୍ଲୀ : ଟିଏମସି ଏମ୍ପି ପରିହାସ କରିବା ପରେ ଉପରାଷ୍ଟ୍ରପତି ଜଗଦୀପ ଧନଖର ମୁହଁ ଖୋଲିଛନ୍ତି । ଉପରାଷ୍ଟ୍ରପତି ତାଙ୍କ ସରକାରୀ ବାସଭବନରେ ଇଣ୍ଡିଆନ୍ ଷ୍ଟାଟିଟିକାଲ୍ ସର୍ଭିସର ପ୍ରୋବେସନର୍ସଙ୍କୁ ସମ୍ବୋଧିତ କରି କହିଛନ୍ତି, ମୁଁ ଜଣେ ପୀଡିତ । ମୋତେ ବାରମ୍ବାର ଅପମାନର ସମ୍ମୁଖୀନ ହେବାକୁ ପଡୁଛି । ନିକଟରେ ବିରୋଧୀ ସାଂସଦଙ୍କ ଦ୍ୱାରା ରାଜ୍ୟ ସଭା ଅଧ୍ୟକ୍ଷଙ୍କ ଅନୁକରଣକୁ ନେଇ ଅନେକ ବିବାଦ ଦେଖାଦେଇଥିଲା । ଏ ସମ୍ପର୍କରେ ସରକାର ବିରୋଧୀଙ୍କୁ ଟାର୍ଗେଟ କରିଥିଲେ । ଉପରାଷ୍ଟ୍ରପତି କହିଛନ୍ତି,ମୁଁ ଜଣେ ଏମିତି ପୀଡିତ, ଯିଏ ଜାଣନ୍ତି ଏହାକୁ କିପରି ମୁକାବିଲା କରିବେ ଏବଂ ସମସ୍ତ ଅପମାନ ସହି ଭାରତ ମାତାର ସେବା କରିବେ । ମୁଁ ରାଜ୍ୟ ସଭାର ସଭାପତି ଏବଂ ମୁଁ ଉପରାଷ୍ଟ୍ରପତି, ଲୋକମାନେ ମୋତେ ରକ୍ଷା କରନ୍ତି ନାହିଁ! କିନ୍ତୁ ଏହା ମୋର ମାନସିକତାକୁ ପରିବର୍ତ୍ତନ କରିବା ଉଚିତ କି? ଏହା ମୋତେ ମୋ ପଥରୁ ବିଚ୍ଛିନ୍ନ କରିପାରିବ କି? ନା! ମୁଁ ସତ୍ୟର ପଥରେ ଅଛି ଏବଂ ଆମକୁ ସର୍ବଦା ଆଗକୁ ବଢିବାକୁ ପଡିବ । ନିକଟରେ ସଂସଦର ଶୀତକାଳୀନ ଅଧିବେଶନରେ ବିରୋଧୀ ସାଂସଦମାନେ ସଂସଦର ସୁରକ୍ଷା କ୍ଷେତ୍ରରେ ଅବହେଳା ପ୍ରସଙ୍ଗରେ ଗୃହରେ ହଙ୍ଗାମା ସୃଷ୍ଟି କରିଥିଲେ । ଏଥିରେ ବିରୋଧୀ ସାଂସଦମାନେ ସଂସଦର ଉଭୟ ଗୃହରୁ ନିଲମ୍ବିତ ହୋଇଥିଲେ । ସଂସଦ ଗୃହ କମ୍ପେ୍ଲକ୍ସ...